ଏଣିକି ଫିଟନେସ୍ ନଥିଲେ ରାସ୍ତାରେ ଗଡ଼ିପାରିବନି ଗାଡ଼ି

Jan 31, 2025 - 13:33
 0  2
ଏଣିକି ଫିଟନେସ୍ ନଥିଲେ ରାସ୍ତାରେ ଗଡ଼ିପାରିବନି ଗାଡ଼ି

ଏଣିକି ଫିଟନେସ୍ ନଥିଲେ ରାସ୍ତାରେ ଗଡ଼ିପାରିବନି ଗାଡ଼ି । କଟକରେ ଆରମ୍ଭ ହୋଇଛି ଅଟୋମେଟେଡ଼ ଟେଷ୍ଟିଂ ଷ୍ଟେସନ ବା ଏଟିଏସ ବ୍ୟବସ୍ଥା । ପ୍ରଥମ ଦିନରେ ୭୩ ଗାଡ଼ି କରାଯାଇଛି ଯାଞ୍ଚ । ରାଜ୍ୟରେ ପ୍ରଥମ ଥର କଟକରେ ଆରମ୍ଭ ହୋଇଥିବା ଏଟିଏସ୍ ବ୍ୟବସ୍ଥାରେ ଗତକାଲି ଠାରୁ କରାଯାଇଛି ତ୍ରୁଟିଶୂନ୍ୟ ପରୀକ୍ଷା ।  ଏହି ଯାଞ୍ଚ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ଚାରି ଚକିଆରୁ ଦଶ ଚକିଆ ଗାଡ଼ି। ପ୍ରଥମ ଦିନରେ ନରାଜ ସ୍ଥିତ ଏହି କେନ୍ଦ୍ର ପରିଦର୍ଶନରେ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ପରିବହନ କମିଶନର ଅମିତାଭ ଠାକୁର। 

What's Your Reaction?

like

dislike

love

funny

angry

sad

wow