କମିଛି ସୁନା ମୂଲ୍ୟ

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୬୪୭୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୭୦,୫୮୦ ଟଙ୍କା ରହିଛି । ଗତକାଲି ଅର୍ଥାତ ରବିବାର ଅପେକ୍ଷା ସୋମବାର କମିଛି ସୁନା ମୂଲ୍ୟ । ସେହିପରି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୬୪୭୦୦ ଟଙ୍କା ଓ ୭୦,୫୮୦ ଟଙ୍କା ରହିଛି । ଅନ୍ୟପଟେ କେଜି ପ୍ରତି ୮୫,୪୦୦ ଟଙ୍କା ହୋଇଛି ରୁପା ଦର।
What's Your Reaction?






