କଳାହାଣ୍ଡି ଜିଲ୍ଲାରେ ପୁଣି ଲାଗିଲା ମାଓ ପୋଷ୍ଟର

Jul 28, 2024 - 17:20
 0  2
କଳାହାଣ୍ଡି ଜିଲ୍ଲାରେ ପୁଣି ଲାଗିଲା ମାଓ ପୋଷ୍ଟର

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ପୋଖରୀଘାଟ ଗାଁରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ରାସ୍ତାକଡରେ ଏକ ମାଓ ପୋଷ୍ଟର ଲାଗିଥିବା ବେଳେ ପୋଷ୍ଟରରେ ଜୁଲାଇ ୨୮ରୁ ଅଗଷ୍ଟ ୩ ଯାଏଁ ସହିଦ ସପ୍ତାହ ପାଳନ କରିବା ପାଇଁ ଲୋକଙ୍କୁ ଚେତାବନୀ ଦିଆଯାଇଛି । ପୋଲିସ ଗୁଳିରେ ପ୍ରାଣ ହରାଇଥିବା ମାଓବାଦୀମାନଙ୍କୁ ନ୍ୟାୟ ଦାବିରେ ଏହି ସହିଦ ସପ୍ତାହ ପାଳନ କରାଯାଉଥିବ ପୋଷ୍ଟରରେ ଲେଖାଯାଇଛି । ଯାହାକୁ ନେଇ ଗାଁରେ ଲୋକମାନେ ଭୟଭୀତ ହୋଇଯାଇଛନ୍ତି ।

What's Your Reaction?

like

dislike

love

funny

angry

sad

wow