କେଦାରନାଥ ମାର୍ଗରେ ଏବେ ବି ୧୭ ନିଖୋଜ
ଉତ୍ତରାଖଣ୍ଡର କେଦାରଘାଟିରେ ହୋଇଥିବା ବିପର୍ଯ୍ୟୟ ପରଠାରୁ ଏପର୍ଯ୍ୟନ୍ତ ୭ଜଣଙ୍କ ମୃତଦେହ କରାଯାଇଛି ଉଦ୍ଧାର । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ମିଳିଛି ପରିଚୟ । ସେପଟେ ସୋନପ୍ରୟାଗ ଥାନାରେ ୨୩ ଜଣ ନିଖୋଜ ଥିବା ମିଳିଛି ସୂଚନା । ମୃତଦେହ ନିଖୋଜ ଅଛି କି ନାହିଁ ସେ ନେଇ ଏପର୍ଯ୍ୟନ୍ତ ସ୍ଥିତି ହୋଇନାହିଁ ସ୍ପଷ୍ଟ । ନିଖୋଜ ହୋଇଥିବା ୧୭ ଜଣଙ୍କ ମଧ୍ୟରେ ମଧ୍ୟ ଅଛନ୍ତି ତୀର୍ଥଯାତ୍ରୀଙ୍କ ସହ କିଛି ସ୍ଥାନୀୟ ଲୋକ । ସେମାନଙ୍କୁ ଖୋଜିବା ପାଇଁ ଗୌରୀକୁଣ୍ଡ-କେଦାରନାଥ ରାସ୍ତାରେ ଜାରି ରହିଛି ତଲାସି ଅଭିଯାନ ।
What's Your Reaction?