ଜାଡ଼ରେ ଥରୁଛି ଓଡ଼ିଶା

Odisha is reeling under an intense cold wave, with mercury dipping sharply across the state. Jharsuguda has recorded a minimum temperature of 5.1 degrees Celsius, breaking a 72-year-old record. This marks the coldest night in Jharsuguda’s history since 1953. Along with Jharsuguda, as many as 16 cities across Odisha recorded minimum temperatures of 10 degrees Celsius or below today. Day temperatures have also dropped significantly, adding to the severe cold conditions prevailing across the state.

Jan 7, 2026 - 18:07
 0  12
ଜାଡ଼ରେ ଥରୁଛି ଓଡ଼ିଶା

ଜାଡ଼ରେ ଥରୁଛି ଓଡ଼ିଶା। ସବୁଠି ତଳ ମୁହାଁ ପାରଦ। ଝାରସୁଗୁଡ଼ାରେ ୭୨ ବର୍ଷର ରେକର୍ଡ ଭାଙ୍ଗି ୫.୧ ଡିଗ୍ରିରେ ପହଞ୍ଚିଛି ଏଠାକାର ସର୍ବନିମ୍ନ ତାପମାତ୍ରା । ୧୯୫୩ରୁ ଏପର୍ଯ୍ୟନ୍ତ ଝାରସୁଗୁଡା ଇତିହାସରେ ରେକର୍ଡ ହୋଇଛି ସବୁଠାରୁ ଥଣ୍ଡା ରାତି । ଝାରସୁଗୁଡ଼ା ସମେତ ଓଡ଼ିଶାରେ ଆଜି  ୧୬ଟି ସହରରେ ୧୦ ଡିଗ୍ରି କିମ୍ବା ତା’ଠାରୁ କମ୍ ରହିଥିଲା ସର୍ବନିମ୍ନ ତାପମାତ୍ରା। ଦିନ ତାପମାତ୍ରା ମଧ୍ୟ ହୋଇଛି ତଳ ମୁହାଁ।

What's Your Reaction?

like

dislike

love

funny

angry

sad

wow