ପୁଣି ଓଡିଶାରେ ବଢିଲାଣି ତାତି

Feb 13, 2025 - 13:32
 0  4
ପୁଣି ଓଡିଶାରେ ବଢିଲାଣି ତାତି

ପୁଣି ଓଡିଶାରେ ବଢିଲାଣି ତାତି। ୩୫ ଡିଗ୍ରୀ ଉପରେ ୯ ସହରର ତାପମାତ୍ରା। ଝାରସୁଗୁଡାରେ ସର୍ବାଧିକ ୩୭ ଡିଗ୍ରୀ ତାପମାତ୍ରା ହୋଇଛି ରେକର୍ଡ। ଚଳିତ ବର୍ଷର ଏହା ସର୍ବାଧିକ ତାପମାତ୍ରା।  ହେଲେ ଆଗାମୀ ୪ ଦିନରେ ରାତି ତାପମାତ୍ରା ୫ ଡିଗ୍ରୀ କମିବା ନେଇ ଆକଳନ କରିଛି  ପାଣିପାଗ ବିଭାଗ ।

What's Your Reaction?

like

dislike

love

funny

angry

sad

wow