ଭାରତୀୟ ଏୟାର ଲାଇନ୍ ବିରୋଧରେ ଆକ୍ସନ୍ ନେଲେ ତାରିକ ରହମାନ୍
ବାଂଲାଦେଶର ପ୍ରଧାନମନ୍ତ୍ରୀ ହେବା ପରେ ଭାରତ ବିରୋଧୀ ପଦକ୍ଷେପ ଗ୍ରହଣ କଲେ ତାରିକ ରହମାନ୍ । ବକେୟା ଦେୟ ନଥିବାରୁ ବାଂଲାଦେଶ ଭାରତୀୟ ବଜେଟ୍ ବିମାନ କମ୍ପାନୀ ସ୍ପାଇସଜେଟକୁ ଏହାର ଏୟାରସ୍ପେସ ବ୍ୟବହାର କରିବାରୁ କରିଛନ୍ତି ବାରଣ।ଏବେ ଲମ୍ବା ରୁଟ୍ ନେବାକୁ ବାଧ୍ୟ ହେଉଛନ୍ତି କୋଲକାତାରୁ ଗୌହାଟି ଏବଂ ଇମ୍ଫାଲକୁ ଯାଉଥିବା କିଛି ବିମାନ। ଏହା ଉଡ଼ାଣ ସମୟ ସହ ବଢ଼ାଇଛି ପରିଚାଳନା ଖର୍ଚ୍ଚ ।ତେବେ ସ୍ପାଇସଜେଟ୍ କେତେ ବକେୟା ପୈଠ କରିବ ସେନେଇ ମିଳିନାହିଁ ସ୍ପଷ୍ଟ ସୂଚନା।
What's Your Reaction?