ଭିଜିଲାନ୍ସ ଜାଲରେ ତହସିଲଦାର

Mar 11, 2026 - 13:30
 0  1
ଭିଜିଲାନ୍ସ ଜାଲରେ ତହସିଲଦାର

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଜିଲ୍ଲା କଣ୍ଟାପଡ଼ା ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ପାଇଁ ବଢ଼ିଲା ଅଡୁଆ । ତାଙ୍କର ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ।ଭୁବନେଶ୍ୱର ସହିଦନଗରରେ ଏକ ବିଶାଳ ୩ ମହଲା କୋଠା ହୋଇଛି ଠାବ । ଚଢ଼ାଉରେ ସାମିଲ ଅଛନ୍ତି ୨ ଅତିରିକ୍ତ ଏସପି, ୮ ଡିଏସପି ଏବଂ ୧୧ ଜଣ ଇନ୍ସପେକ୍ଟର । କାର୍ଯ୍ୟଳୟରୁ ସରକାରୀ ବାସଭବନ ପର୍ଯ୍ୟନ୍ତ ସବୁଠି ଜାରି ରହିଛି ଖୋଳତାଡ଼ । ତହସିଲଦାରଙ୍କ କାର୍ଯ୍ୟାଳୟ ସହ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚାଲିଛି ଯାଞ୍ଚ ।

What's Your Reaction?

like

dislike

love

funny

angry

sad

wow