ରିମାଣ୍ଡ ଅବଧି ସରିବା ପରେ ପୁଣି କାରାଗାରକୁ ଫେରିଲା ରାଜା ସାହାଣୀ

Apr 16, 2026 - 16:04
 0  1
ରିମାଣ୍ଡ ଅବଧି ସରିବା ପରେ ପୁଣି କାରାଗାରକୁ ଫେରିଲା ରାଜା ସାହାଣୀ

ରିମାଣ୍ଡ ଅବଧି ସରିବା ପରେ ପୁଣି କାରାଗାରକୁ ଫେରିଲା ରାଜା ସାହାଣୀ। ଚୌଦ୍ବାର ମଣ୍ଡଳ କାରାଗାରରୁ ଚମ୍ପଟ ମାରି ପରେ ଗିରଫ ହୋଇଥିବା ରାଜା ସାହାଣୀକୁ ରିମାଣ୍ଡରେ ନେଇଥିଲା କର୍ଣ୍ଣାଟକ ପୋଲିସ। ୭ ଦିନିଆ ରିମାଣ୍ଡ ଅବଧି ସରି ଯାଇଥିବାରୁ  ପୁଣି ଓଡ଼ିଶା କାରାଗାରକୁ ଫେରିଛି ରାଜା। ଚୌଦ୍ବାର କାରାଗାରରୁ ଫେରାର ରାଜା ସାହାଣୀ ୬ଟି ରାଜ୍ୟରେ କରିଥିଲା  ଚୋରି ଡକାୟତି। ଯାହାକୁ ନେଇ ଏକାଧିକ ରାଜ୍ୟର ପୋଲିସ ରାଜାକୁ ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ରଖି ତଦନ୍ତ ପ୍ରକ୍ରିୟାକୁ କରିଥିଲେ ଜୋରଦାର। 

What's Your Reaction?

like

dislike

love

funny

angry

sad

wow