ସତର୍କ ସଙ୍କେତ ଟପିଲା ଜଳକା ନଦୀର ଜଳସ୍ତର

Sep 15, 2024 - 12:39
 0  4
ସତର୍କ ସଙ୍କେତ ଟପିଲା ଜଳକା ନଦୀର ଜଳସ୍ତର

ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ସତର୍କ ସଙ୍କେତ ଟପିଲା ଜଳକା ନଦୀର ଜଳସ୍ତର । ନଦୀର ମଥାନୀ ଠାରେ ସତର୍କ ସଙ୍କେତ ରହିଛି ୬.୦୦ ମିଟର। ହେଲେ ସକାଳ ୭ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୧୦ ମିଟରରେ ହେଉଛି ପ୍ରବାହିତ। ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଆହୁରି ବଢିପାରେ ଜଳସ୍ତର। ବନ୍ୟା ଆଶଙ୍କାରେ ଭୟଭୀତ ଅଛନ୍ତି ନଦୀ କୂଳିଆ ବାସିନ୍ଦା । ଲଗାଣ ବର୍ଷାରେ ୫ ଫୁଟ ତଳକୁ ଦବିଗଲା ୧୦୦ ମିଟର ରାସ୍ତା। ଦବିଛି ଭୋଗରାଇ ବ୍ଲକ କୁଳିଦା ଶୀତଳା ମନ୍ଦିରକୁ ଯିବା ରାସ୍ତା।

What's Your Reaction?

like

dislike

love

funny

angry

sad

wow