ହୀରାକୁଦ ଜଳଭଣ୍ଡାରର ବନ୍ଦ ହୋଇଛି ଆଉ ୨ଟି ଗେଟ୍ ।
ହୀରାକୁଦ ଜଳଭଣ୍ଡାରର ବନ୍ଦ ହୋଇଛି ଆଉ ୨ଟି ଗେଟ୍ । ଏବେ ବର୍ଷାଜଳ ୧୨ଟି ଗେଟ୍ ଦେଇ ହେଉଛି ନିଷ୍କାସନ। ଜଳଭଣ୍ଡାରର ବାମ ପଟରୁ ୮ଟି ଓ ଡାହାଣ ପଟରୁ ୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ପୂର୍ବରୁ ହୀରାକୁଦ ଜଳଭଣ୍ଡାରର ୪ଟି ସ୍ଲୁଇସ୍ ଗେଟ୍ ହୋଇଥିଲା ବନ୍ଦ। ଏବେ ଜଳଭଣ୍ଡାରର ଆଉ ୨ଟି ଗେଟ୍ ହୋଇଛି ବନ୍ଦ ।
What's Your Reaction?