ଅବସର ନେଲେ ରବୀନ୍ଦ୍ର ଜାଡେଜା

Jul 1, 2024 - 10:28
 0  2
ଅବସର ନେଲେ ରବୀନ୍ଦ୍ର ଜାଡେଜା

ଟି୨୦ ବିଶ୍ୱକପ ଜିତିବା ପରେ ଭାରତୀୟ ପ୍ରଶଂସକମାନଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଦେଉଛନ୍ତି ଭାରତୀୟ ଖେଳାଳି । ଗତ କାଲି ମ୍ୟାଚ୍ ସାରିବା ପରେ ପରେ ପ୍ରଥମେ ବିରାଟ କୋହଲି ଏବଂ ପରେ ରୋହିତ ଶର୍ମା ଅନ୍ତର୍ଜାତୀୟ ଟି୨୦ କ୍ରିକେଟ୍ରୁ  କରିଥିଲେ ଅବସର ଘୋଷଣା। ଏବେ ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମଧ୍ୟ କରିଛନ୍ତି ଅବସର ଘୋଷଣା। ଜାଡେଜା ସାମାଜିକ ଗଣମାଧ୍ୟମରେ ଦେଇଛନ୍ତି ଏହି ସୂଚନା।

What's Your Reaction?

like

dislike

love

funny

angry

sad

wow