ଆରମ୍ଭ ହୋଇଛି ମା ମଝିଘରିଆଣୀଙ୍କ ଦାନ ବାକ୍ସ ଗଣତି

Jul 24, 2024 - 13:12
 0  1
ଆରମ୍ଭ ହୋଇଛି ମା ମଝିଘରିଆଣୀଙ୍କ ଦାନ ବାକ୍ସ ଗଣତି

ଆରମ୍ଭ ହୋଇଛି ରାୟଗଡା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ଦାନ ବାକ୍ସ ଗଣତି । ତହସିଲଦାରଙ୍କ ଉପସ୍ଥିତିରେ ୪ମାସ ପରେ ଦାନ ବାକ୍ସ ଖୋଲାଯାଇ ହେଉଛି ଗଣତି । କଡା ସୁରକ୍ଷା ଭିତରେ ଚାଲିଛି ଗଣତି । ଟଙ୍କା, ସୁନା ଗଣତି କାର୍ଯ୍ୟରେ ପ୍ରାୟ ଦୁଇ ଶହ ମହିଳା ସ୍ୱେଚ୍ଛାସେବୀ ହୋଇଛନ୍ତି ନିୟୋଜିତ । ଗତ ଥର ଗଣତିରେ ଦାନ ବାକ୍ସରୁ ମିଳିଥିଲା ପ୍ରାୟ ୯୦ଲକ୍ଷ ଟଙ୍କା ।

What's Your Reaction?

like

dislike

love

funny

angry

sad

wow