ଦୀର୍ଘ ୧୧ ବର୍ଷ ପ୍ରତୀକ୍ଷାର ଘଟିଛି ଅବସାନ

Jun 30, 2024 - 11:04
 0  10
ଦୀର୍ଘ ୧୧ ବର୍ଷ ପ୍ରତୀକ୍ଷାର ଘଟିଛି ଅବସାନ

ଦୀର୍ଘ ୧୧ ବର୍ଷ ପ୍ରତୀକ୍ଷାର ଘଟିଛି ଅବସାନ । ୨୦୧୩ପରେ ଭାରତ ହାସଲ କରିଛି ଆଇସିସି ଟ୍ରଫି। ବ୍ରିଜଟାଉନ୍‌ର କେନ୍‌ସିଙ୍ଗଟନ ଓଭାଲ ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ହରାଇ ଭାରତ ଜିତିଛି ଟି୨୦ କ୍ରିକେଟ ବିଶ୍ୱକପ। ବିରାଟ କୋହଲିଙ୍କ ପରାକ୍ରମ, ଯଶପ୍ରୀତ୍‌ ବୁମ୍‌ରା, ହାର୍ଦ୍ଦିକ ପାଣ୍ଡ୍ୟା ଓ ଅର୍ଶଦୀପ ସିଂଙ୍କ ଦକ୍ଷତା ଆଗରେ ହାର ମାନିଲା ଦକ୍ଷିଣ ଆଫ୍ରିକା।

What's Your Reaction?

like

dislike

love

funny

angry

sad

wow