୫ ମହଲାରୁ ଡେଇଁ ଆଇଆଇଟି ଛାତ୍ରୀଙ୍କ ଆତ୍ମହତ୍ୟା

Sep 4, 2024 - 11:06
 0  4
୫ ମହଲାରୁ ଡେଇଁ ଆଇଆଇଟି ଛାତ୍ରୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର ଅରୁଗୁଳ ଆଇଆଇଟି କ୍ୟାମ୍ପସରେ ଛାତ୍ରୀଙ୍କ ଆତ୍ମହତ୍ୟା । ମୃତ ଛାତ୍ରୀ ଜଣକ ହେଲେ ବିଟେକ ତୃତୀୟ ବର୍ଷର କ୍ରୀତିକା ରାଜ । ୫ ମହଲାରୁ ଡେଇଁ ସେ ଆତ୍ମହତ୍ଯା କରିଥିବା ମିଳିଛି ସୂଚନା। ମୃତ ଛାତ୍ରୀ ହେଉଛନ୍ତି ଦିଲ୍ଲୀର ବାସିନ୍ଦା । କିଛିଦିନ ଧରି ସେ ମାନସିକ ଦୁଶ୍ଚିନ୍ତାରେ ରହିଥିଲେ ବୋଲି କହିଛନ୍ତି ତାଙ୍କ ସହପାଠୀ । ତେବେ ଆତ୍ମହତ୍ଯାର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି ପୋଲିସ । କଲେଜ ତରଫରୁ ମୃତ ଛାତ୍ରୀଙ୍କ ପରିବାରକୁ ଦିଆଯାଇଛି ଖବର।

What's Your Reaction?

like

dislike

love

funny

angry

sad

wow