ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ନିଲମ୍ବିତ

After being arrested on charges of rape, Student Congress President Udit Pradhan has been suspended from both his post and the party by the National Youth Congress President. Udit Pradhan was arrested by Mancheswar Police on Sunday night based on allegations that he intoxicated a 19-year-old female student from the Chandaka area using a soft drink laced with drugs and raped her in a hotel. The arrest was made based on the student's complaint. In response, the Congress party has formed a six-member fact-finding committee to investigate the matter. This committee was constituted under the direction of the PCC (Pradesh Congress Committee) President. The team will soon meet the victim and hold discussions.

Jul 21, 2025 - 13:00
 0  19
ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ନିଲମ୍ବିତ

ଦୁଷ୍କର୍ମ ଅଭିଯୋଗରେ ଗିରଫ ହେବା ପରେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ପଦ ଓ ଦଳରୁ ନିଲମ୍ବିତ କରିଛନ୍ତି ଜାତୀୟ ଯୁବ କଂଗ୍ରେସ ସଭାପତି । ମୃଦୁ ପାନୀୟରେ ନିଶା ଦେଇ ହୋଟେଲ୍‌ରେ ଚନ୍ଦକା ଅଞ୍ଚଳର ଜଣେ ୧୯ ବର୍ଷୀୟା ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ  ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ରବିବାର ରାତିରେ ଗିରଫ କରିଥିଲା ମଞ୍ଚେଶ୍ବର ଥାନା ପୁଲିସ ।ଛାତ୍ରୀଙ୍କ ଅଭିଯୋଗ ଆଧାରରେ ଗିରଫ ହୋଇଛନ୍ତି ଉଦିତ ପ୍ରଧାନ । ସେପଟେ ଗିରଫ ମାମଲାରେ ତଥ୍ୟ ଖୋଜିବା ପାଇଁ ୬ ଜଣିଆ ତଥ୍ୟ ଅନୁଧ୍ୟାନ କମିଟି ଗଢ଼ିଛି କଂଗ୍ରେସ ।ପିସିସି ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଗଠନ କରାଯାଇଛି ଏହି କମିଟି । ଖୁବ୍‌ଶୀଘ୍ର  ପୀଡିତାଙ୍କୁ ଭେଟି ଆଲୋଚନା କରିବ ଦଳ। 

What's Your Reaction?

like

dislike

love

funny

angry

sad

wow