ନିପା ଭୂତାଣୁରେ ଆଖିବୁଜିଲେ ଜଣେ ଆକ୍ରାନ୍ତ।

Sep 16, 2024 - 13:48
 0  3
ନିପା ଭୂତାଣୁରେ ଆଖିବୁଜିଲେ ଜଣେ ଆକ୍ରାନ୍ତ।

ନିପା ଭୂତାଣୁରେ ଆଖିବୁଜିଲେ ଜଣେ ଆକ୍ରାନ୍ତ। କେରଳର ମାଲାପୁରମ ଜିଲାରେ ଜଣେ ୨୪ ବର୍ଷୀୟ ଯୁବକଙ୍କର ରବିବାର ହୋଇଛି ମୃତ୍ୟୁ। ମୃତ ଯୁବକଙ୍କ ସଂସ୍ପର୍ଶରେ ଆସିଥିବା ୧୫୧ ଜଣଙ୍କୁ ଚିହ୍ନଟ କରାଯାଇ ରଖାଯାଇଛି ସଙ୍ଗରୋଧରେ । ଏମାନଙ୍କର ରକ୍ତ ନମୁନା ପରୀକ୍ଷା ପାଇଁ ପୁଣେସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିକୁ ପଠାଯାଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏହା ପରେ ସ୍ବାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ଏକ ଜରୁରୀ ବୈଠକ ଡକାଇ ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଦେଇଛନ୍ତି ନିର୍ଦେଶ।

What's Your Reaction?

like

dislike

love

funny

angry

sad

wow