ପୁଣି ଖସିଛି ସୁନା ଓ ରୁପା ଦର
ଆଜି ପୁଣି ଖସିଛି ସୁନା ଓ ରୁପା ଦର। ୨୪ କ୍ୟାରେଟ ସୁନା ଦର ୯ ହଜାର ୫୦ ଟଙ୍କା ଖସିଛି। ଫଳରେ ୧୦ ଗ୍ରାମ ପିଛା ୧ ଲକ୍ଷ ୫୧ ହଜାର ୫୩୦ ଟଙ୍କା ରହିଛି ୨୪ କ୍ୟାରେଟ ସୁନା। ସେହିପରି ୨୨ କ୍ୟାରେଟ ସୁନା ୮ ହଜାର ୩୦୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ରହିଛି ୧ ଲକ୍ଷ ୩୮ ହଜାର ୯୦୦ ଟଙ୍କା । କେଜି ପିଛା ୨୦ ହଜାର ଟଙ୍କା ହ୍ରାସ ପାଇ ୩ ଲକ୍ଷ ହୋଇଛି ରୁପା । ଜାନୁଆରୀ ୩୦ରେ ରୂପା ମୂଲ୍ୟ ଥିଲା ୪ ଲକ୍ଷରୁ ଅଧିକ ।
What's Your Reaction?