ପୁଣି ବଡ଼ ବୟାନ ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
U.S. President Donald Trump has once again made a big statement. He clearly stated that the U.S. had a role in halting the India-Pakistan war. Speaking at a press conference held at the White House, Trump said that a war between India and Pakistan could have escalated into a nuclear disaster. Both countries refrained from attacking each other. Trump thanked the leaders of India and Pakistan as well as his own team. He mentioned that trade discussions have also taken place with both nations. According to Trump, the leaders of both countries agreed to stop the war after listening to the U.S.

ପୁଣି ବଡ଼ ବୟାନ ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତ-ପାକିସ୍ତାନ ଯୁଦ୍ଧ ବିରାମ ଲାଗିବାରେ ଆମେରିକାର ହାତ ଥିବା ସେ କରିଛନ୍ତି ସ୍ପଷ୍ଟ । ହ୍ବାଇଟ୍ ହାଉସରେ ଆୟୋଜିତ ଏକ ପ୍ରେସ କନଫରେନ୍ସରେ ସେ କହିଛନ୍ତି ଯେ, ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆଣିଥାନ୍ତା ପରମାଣୁ ବିପତ୍ତିର ରୂପ ।ପରସ୍ପରକୁ ଆକ୍ରମଣରୁ ବର୍ତ୍ତିଗଲେ ଦୁଇ ଦେଶ। ଭାରତ ଏବଂ ପାକିସ୍ତାନର ନେତାମାନଙ୍କୁ ଏବଂ ନିଜ ଦଳକୁ ଧନ୍ୟବାଦ ଦେଇଛନ୍ତି ଟ୍ରମ୍ପ । ଦୁଇ ଦେଶ ସହ ବାଣିଜ୍ୟ ବିଷୟରେ ହୋଇଛି ଆଲୋଚନା । ଦୁଇ ଦେଶର ନେତା ଆମ କଥା ମାନି ଯୁଦ୍ଧ ରୋକିବାକୁ ରାଜି ହୋଇଥିଲେ ବୋଲି କହିଛନ୍ତି ଟ୍ରମ୍ପ ।
What's Your Reaction?






