ବଢ଼ିଲା ଆୟୁର୍ବେଦିକ୍ ଓ ହୋମିଓପାଥିକ୍ କଲେଜ ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ
The stipend for postgraduate students of Ayurvedic and Homeopathic colleges has been increased. To encourage students, Chief Minister Mohan Charan Majhi has approved a hike in stipends for students of various government Ayurvedic and Homeopathic colleges in the state. For first-year PG students, the stipend has been increased from ₹31,000 to ₹48,000. For second-year students, it has been raised from ₹32,000 to ₹52,000. For third-year students, the stipend has gone up from ₹33,000 to ₹55,000. This revised stipend structure will be effective from January 1, 2026. Additionally, the stipend for House Surgeons of government Ayurvedic and Homeopathic medical colleges has been increased from ₹17,000 to ₹30,000, which will come into effect from August 1 this year.
ବଢ଼ିଲା ଆୟୁର୍ବେଦିକ୍ ଓ ହୋମିଓପାଥିକ୍ କଲେଜ ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ । ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟର ବିଭିନ୍ନ ସରକାରୀ ଆୟୁର୍ବେଦିକ୍ ଓ ହୋମିଓପାଥିକ୍ କଲେଜ ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ପାଇଁ ଷ୍ଟାଇପେଣ୍ଡ ୩୧ ହଜାରରୁ ୪୮ ହଜାରକୁ ବୃଦ୍ଧି କରାଯାଇଥିବାବେଳେ ଦ୍ବିତୀୟ ବର୍ଷ ଛାତ୍ରୀଛାତ୍ରଙ୍କ ପାଇଁ ୩୨ ହଜାରରୁ ୫୨ ହଜାର ଏବଂ ତୃତୀୟ ବର୍ଷ ଛାତ୍ରୀଛାତ୍ରଙ୍କ ପାଇଁ ୩୩ ହଜାରରୁ ୫୫ ହଜାରକୁ କରାଯାଇଛି ବୃଦ୍ଧି । ତେବେ ୨୦୨୬ ଜାନୁଆରୀ ପହିଲାରୁ ଲାଗୁହେବ ଏହି ଷ୍ଟାଇପେଣ୍ଡ ବୃଦ୍ଧି । ସେହିପରି ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ କଲେଜର ହାଉସ୍ ସର୍ଜନ ମାନଙ୍କ ଷ୍ଟାଇପେଣ୍ଡ ମଧ୍ଯ ୧୭ ହଜାରରୁ ୩୦ ହଜାରକୁ କରାଯାଇଛି ବୃଦ୍ଧି,ଯାହା ଚଳିତ ବର୍ଷ ଅଗଷ୍ଟ ପହିଲାରୁ ଲାଗୁହେବ ବୋଲି ମିଳିଛି ସୂଚନା।
Jangyaseni Parida