ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ: ୭ ଶ୍ରମିକ ଜୀବନ୍ତ ଦଗ୍ଧ

Meanwhile, a massive fire broke out after a powerful explosion at a private chemical factory in the Khushkhera area of Bhiwadi, a major industrial hub in Rajasthan. Many workers were burnt alive in the incident, and several others are still feared to be trapped inside. According to preliminary reports, at least seven workers lost their lives. Rescue operations are ongoing to save those trapped. At the time of the accident, around 20 to 25 workers were working at the factory.

Feb 16, 2026 - 13:41
 0  1
ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ: ୭ ଶ୍ରମିକ ଜୀବନ୍ତ ଦଗ୍ଧ

ରାଜସ୍ଥାନର ପ୍ରମୁଖ ଶିଳ୍ପ କେନ୍ଦ୍ର ଭିୱାଡିର ଖୁସଖେଡା ଅଞ୍ଚଳର ଏକ ଘରୋଇ ରାସାୟନିକ କାରଖାନାରେ ଶକ୍ତିଶାଳୀ ବିସ୍ଫୋରଣ ପରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ। ଏହି ଦୁର୍ଘଟଣାରେ ଅନେକ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଏବେ ବି ଭିତରେ ଫସି ରହିଛନ୍ତି ବହୁ ଶ୍ରମିକ। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଦୁର୍ଘଟଣାରେ ସାତ ଜଣ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଭିତରେ ଫସି ରହିଥିବା ଶ୍ରମି୍କମାନଙ୍କୁ ଉଦ୍ଧାର କରିବା ପାଇଁ ଜାରି ରହିଛି ପ୍ରୟାସ। ଘଟଣା ସମୟରେ କାରଖାନାରେ କାମ କରୁଥିଲେ ୨୦ ରୁ ୨୫ ଜଣ ଶ୍ରମିକ। 

What's Your Reaction?

like

dislike

love

funny

angry

sad

wow