୨୬ରେ ଏନ୍‌ସିପି ଜାତୀୟ ସଭାପତି ହେବେ ସୁନେତ୍ରା

Feb 19, 2026 - 12:43
 0  0
୨୬ରେ ଏନ୍‌ସିପି ଜାତୀୟ ସଭାପତି ହେବେ ସୁନେତ୍ରା

ଏନ୍‌ସିପିର ଜାତୀୟ ସଭାପତି ହେବାକୁ ଯାଉଛନ୍ତି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର । ଆସନ୍ତା ଫେବ୍ରୁଆରି ୨୬ ତାରିଖରେ ସୁନେତ୍ରା ଏହି ଦାୟିତ୍ବ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି ଏନ୍‌ସିପିର ବରିଷ୍ଠ ନେତା ପ୍ରଫୁଲ ଫଟେଲ। ଜାନୁଆରି ୨୮ରେ ଏକ ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ମୃତ୍ୟୁ ପରେ କ୍ଷମତାରେ ହେବାକୁ ଯାଉଛି ପରିବର୍ତ୍ତନ ।

What's Your Reaction?

like

dislike

love

funny

angry

sad

wow