ଆଜି ସାମାନ୍ୟ କମିଛି ସୁନା ଦର

ଆଜି ସାମାନ୍ୟ କମିଛି ସୁନା ଦର । ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୨ ହଜାର ୧୧୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ରହିଛି ୬୬ ହଜାର ୧୦୦ ଟଙ୍କା । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୬୬,୬୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୧,୬୫୦ ହୋଇଛି ।ଅନ୍ୟ ପଟେ କେଜି ପ୍ରତି ୯୧,୭୦୦ ଟଙ୍କା ହୋଇଛି ରୁପା ଦର।
What's Your Reaction?






