ପୁଣି ବିଗିଡ଼ିଲା ସୀତାରାମ ୟେଚୁରୀଙ୍କ ସ୍ୱାସ୍ଥ୍ୟବସ୍ଥା ।

Sep 10, 2024 - 13:11
 0  5
ପୁଣି ବିଗିଡ଼ିଲା ସୀତାରାମ ୟେଚୁରୀଙ୍କ ସ୍ୱାସ୍ଥ୍ୟବସ୍ଥା ।

ପୁଣି ବିଗିଡ଼ିଲା ସୀତାରାମ ୟେଚୁରୀଙ୍କ ସ୍ୱାସ୍ଥ୍ୟବସ୍ଥା । ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ଅବସ୍ଥା ରହିଛି ଗୁରୁତର । ତାଙ୍କୁ କିଛି ଦିନ ପୂର୍ବରୁ ଦିଲ୍ଲୀର ଏମ୍ସରେ କରାଯାଇଥିଲା ଭର୍ତ୍ତି । ନିଃଶ୍ୱାସ ନେବାରେ ଅସୁବିଧା ହେବା ପରେ ତାଙ୍କୁ ପୁଣି ଆଇସିୟୁରେ କରାଯାଇଛି ଭର୍ତ୍ତି । ଡାକ୍ତରଙ୍କ ଏକ ଟିମ ତାଙ୍କ ସ୍ବାସ୍ଥ୍ୟ ଉପରେ ରଖିଛନ୍ତି ନଜର ।

What's Your Reaction?

like

dislike

love

funny

angry

sad

wow