ବରଗଡରେ ବ୍ୟାପୁଛି ସ୍କ୍ରବ ଟାଇଫସ୍‌ ରୋଗ ।

Sep 11, 2024 - 14:29
 0  4
ବରଗଡରେ ବ୍ୟାପୁଛି ସ୍କ୍ରବ ଟାଇଫସ୍‌ ରୋଗ ।

ବରଗଡରେ ବ୍ୟାପୁଛି ସ୍କ୍ରବ ଟାଇଫସ୍‌ ରୋଗ । ସୋମବାର ସୁଦ୍ଧା ଜିଲାରେ ଚିହ୍ନଟ ହୋଇଛନ୍ତି ୩ଜଣ ଆକ୍ରାନ୍ତ। ସେମାନେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ନେଇ ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ଅଧିକାରୀ ଡା. ସୁଶାନ୍ତ କର। ଅନ୍ୟପଟେ ଅମ୍ବାଭୋନା ବ୍ଲକ ବୁଙ୍ଗାପାଲି ଗ୍ରାମର ଜଣେ ଆକ୍ରାନ୍ତଙ୍କ ସ୍କ୍ରବ ଟାଇଫସ୍‌ରେ ମୃତ୍ୟୁ ହୋଇଥିବା ନେଇ ବେସରକାରୀଭାବେ ମିଳିଛି ସୂଚନା। ଜିଲାରେ ଯେଉଁ ୩ଜଣ ରୋଗୀ ଚିହ୍ନଟ ହୋଇଛନ୍ତି, ଜିଲା ମୁଖ୍ୟ ଚିକିତ୍ସାଳୟରେ ସେମାନଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା ବୋଲି କହିଛନ୍ତି ଡା. କର।

What's Your Reaction?

like

dislike

love

funny

angry

sad

wow