ବର୍ଷା ଯୋଗୁଁ ୟୁପି ସରକାର ସ୍କୁଲ ବନ୍ଦ କରିବାକୁ ଜାରି କରିଛନ୍ତି ନିର୍ଦ୍ଦେଶ

Sep 13, 2024 - 17:02
 0  3
ବର୍ଷା ଯୋଗୁଁ ୟୁପି ସରକାର ସ୍କୁଲ ବନ୍ଦ କରିବାକୁ ଜାରି କରିଛନ୍ତି ନିର୍ଦ୍ଦେଶ

ଉତ୍ତରପ୍ରଦେଶର ଅନେକ ଅଞ୍ଚଳରେ ଗତ ୨୪ ଘଣ୍ଟା ହେଲା ଲାଗି ରହିଛି ଲଗାଣ ବର୍ଷା । ପ୍ରବଳ ବର୍ଷା ଯୋଗୁଁ ୟୁପି ସରକାର ସ୍କୁଲ ବନ୍ଦ କରିବାକୁ ଜାରି କରିଛନ୍ତି ନିର୍ଦ୍ଦେଶ। ସେହିପରି ଦିଲ୍ଲୀରେ ଲଗାଣ ବର୍ଷା ଯୋଗୁଁ ଅନେକ ଅଞ୍ଚଳରେ ସୃଷ୍ଟି ହୋଇଛି ଜଳବନ୍ଦୀ ପରିସ୍ଥିତି। ଆଇଏମଡି ଆଜି ଦିଲ୍ଲୀ ପାଇଁ ଜାରି କରିଛି ହଳଦିଆ ସତର୍କତା। ସେପ୍ଟେମ୍ବର ୧୩ ରେ ଉତ୍ତରାଖଣ୍ଡରେ ଲାଲ ସତର୍କତା  ଜାରି କରି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

What's Your Reaction?

like

dislike

love

funny

angry

sad

wow