ବାଂଲାଦେଶ ଓ ସଂଲଗ୍ନ  ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି

Aug 26, 2024 - 12:55
Aug 26, 2024 - 13:13
 0  4
ବାଂଲାଦେଶ ଓ ସଂଲଗ୍ନ  ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି

ବାଂଲାଦେଶ ଓ ସଂଲଗ୍ନ  ଅଞ୍ଚଳରେ ସୃଷ୍ଟି ହୋଇଛି ଏକ ଲଘୁଚାପ । ଆସନ୍ତା ଦୁଇ ଦିନରେ ଏହା ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ହେବ ପରିଣତ। ଏହାପରେ ପଶ୍ଚିମ ଓ ଉତ୍ତର  ପଶ୍ଚିମ ମୁହାଁ ହୋଇ ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର  ଓଡ଼ିଶା ଓ ଝାଡ଼ଖଣ୍ଡ ଆଡ଼କୁ ହେବ ଅଗ୍ରସର । ଏହାର ପ୍ରଭାବରେ ଓଡ଼ିଶାରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା  ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । 

What's Your Reaction?

like

dislike

love

funny

angry

sad

wow