ଭାବ ବିହୋଳ ହେଲେ ରୋହିତି ଶର୍ମା

Jun 28, 2024 - 13:36
 0  4
ଭାବ ବିହୋଳ ହେଲେ ରୋହିତି ଶର୍ମା

ଇଂଲଣ୍ଡ ବିପକ୍ଷରେ ବିଜୟ ପରେ ଯେତେବେଳେ ସମସ୍ତ ଖେଳାଳି ଡ୍ରେସିଂ ରୁମ ଆଡକୁ ଯାଉଥିଲେ। ରୋହିତ ଶର୍ମା ଡ୍ରେସିଂ ରୁମ୍‌ କବାଟ ପାଖରେ ଥିବା ଏକ ଚେୟାରରେ ବସିଥିଲେ। ଏହି ସମୟରେ ସେ ଗୋଟିଏ ହାତରେ ମୁହଁ ଦେଇଥିଲେ ଏବଂ ତାଙ୍କ ଆଖିରେ  ଆସିଯାଇଥିଲା ଲୁହ। ସେ ବୋଧହୁଏ ଭାବପ୍ରବଣ ହୋଇପଡିଥିଲେ କାରଣ ଟିମ ଇଣ୍ଡିଆ ଫାଇନାଲରେ କରିଛି ପ୍ରବେଶ। ଭାରତ ଟ୍ରଫି ଜିତିବାର  ପାଇଛି ଆଉ ଏକ ସୁଯୋଗ। ବିଦାୟ ନେବାବେଳେ ବିରାଟ କୋହଲି ତାଙ୍କ ଉପରେ ହାତ ରଖି ଭିତରକୁ ଯାଇଥିଲେ। ଗତ ଟି-୨୦ ବିଶ୍ୱକପ୍‌ର ସେମିଫାଇନାଲରେ ଇଂଲଣ୍ଡ ଭାରତୀୟ ଦଳକୁ ପରାସ୍ତ କରିଥିଲା। ଏବେ ଭାରତ ସେହି ପରାଜୟର ନେଇଛି ପ୍ରତିଶୋଧ ।

What's Your Reaction?

like

dislike

love

funny

angry

sad

wow