ଆଖି ସାମ୍ନାରେ ପୋଡି ପାଉଁଶ ହେଉଛନ୍ତି ନିଜ ଲୋକେ

ଜଙ୍ଗଲ ନିଆଁରେ ସ୍ବାହା ହେଉଛି ଘର ସଂସାର । ୫୦ ହଜାର ଏକର ଅଞ୍ଚଳକୁ ବ୍ୟାପିଛି ନିଆଁ ।ହୁହୁ ହୋଇଜଳୁଛି ୬ରୁ ଅଧିକ ଜଙ୍ଗଲ। ୧୨ ହଜାରରୁ ଅଧିକ ବଡ ବଡ କୋଠା ପୋଡି ହୋଇଗଲାଣି ପାଉଁସ । ସେଥି ମଧ୍ୟରେ ରହିଛି ଅନେକ ପ୍ରଭାବଶାଳି ବ୍ୟକ୍ତିଙ୍କ ଘର । କାର୍ଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟ ଜଳ ବିଜ୍ଞାନୀ କହିଛନ୍ତି, ଦକ୍ଷିଣ କାର୍ଲିଫର୍ଣ୍ଣିଆ ହୋଇପଡିଛି ଖୁବ୍ ସୁଖିଲା। ଖାସ୍ ଏଥିପାଇଁ ଲସ ଏଞ୍ଚଲେସ୍ ର ଜଙ୍ଗଲରେ ଲାଗିଥିଲା ନିଆଁ। ଯାହା ଏବେ ଧାରଣ କରିଛି କରାଳ ରୂପ। ଆୟତ ହେଉନି ଏହି ନିଆଁ । ବୈଜ୍ଞାନକମାନେ ଖୁଲାସା କରିଛନ୍ତି ଯେ ଏହା ଏତେ ଜୋରରେ ବ୍ୟାପିଛି ଯେ ବର୍ତମାନ ନିଆଁ ନିୟନ୍ତ୍ରଣ ବାହାରେ।
What's Your Reaction?






