ଆତଙ୍କବାଦୀଙ୍କୁ ଚାରିଆଡ଼ୁ ଘେରି ରହିଛି ସେନା

Aug 11, 2024 - 15:02
 0  2
ଆତଙ୍କବାଦୀଙ୍କୁ ଚାରିଆଡ଼ୁ ଘେରି ରହିଛି ସେନା

ଜମ୍ମୁ କଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ ପରେ କିସ୍ତୱାରରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଜାରି ରହିଛି ଏନକାଉଣ୍ଟର । ରିପୋର୍ଟ ଅନୁଯାୟୀ, ଆଜି ସକାଳେ ଜମ୍ମୁ ଡିଭିଜନର କିସ୍ତୱାର ଜିଲ୍ଲାରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିଲା ଗୁଳି ବିନିମୟ । ଆତଙ୍କବାଦୀଙ୍କୁ ଚାରିଆଡ଼ୁ ଘେରି ରହିଛି ସେନା । ଏହି ସର୍ଚ୍ଚ ଅପରେସନ ପାଇଁ ପାରା କମାଣ୍ଡୋଙ୍କୁ କରାଯାଇଛି ନିୟୋଜିତ ।ଆତଙ୍କବାଦୀମାନେ ଯେପରି ଘଟଣାସ୍ଥଳରୁ ଖସି ନ ଯାଆନ୍ତି ସେଥିପାଇଁ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ କରି ରଖିଛନ୍ତି ଘେରାବନ୍ଦୀ । 

What's Your Reaction?

like

dislike

love

funny

angry

sad

wow