ଏବେଠୁ ଅସହ୍ୟ ହେଲାଣି ତାତି

Mar 2, 2025 - 11:37
 0  3
ଏବେଠୁ ଅସହ୍ୟ ହେଲାଣି  ତାତି

ଏବେଠୁ ଅସହ୍ୟ ହେଲାଣି ତାତି । ଜଳୁଛି ସାରା ଓଡ଼ିଶା, ବିଶେଷ କରି ତତଲା କଡ଼େଇରେ ଭାଜି ହେଉଛି ପଶ୍ଚିମ ଓଡ଼ିଶା । ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି ଟିଟିଲାଗଡ଼ । ଗତକାଲି ୩୮ ଦଶମିକ ୫ ଡିଗ୍ରୀ ସହ ଟିଟିଲାଗଡ଼ ପାଲଟିଥିଲା  ଭାରତର ସବୁଠୁ ଉତ୍ତପ୍ତ ସହର । ଦେଶର ୧୦ ଉତ୍ତପ୍ତ ସହର ତାଲିକାରେ ଓଡ଼ିଶାରୁ ୪ ଜିଲ୍ଲା ରହିଛି । ୩୮.୨ ଡିଗ୍ରୀ ସହ ଝାରସୁଗୁଡ଼ା ଚତୁର୍ଥ ସ୍ଥାନରେ ଥିବା ବେଳେ ୩୮ ଡିଗ୍ରୀ ପାରଦ ସହ ବଲାଙ୍ଗୀର ରହିଛି ଷଷ୍ଠ ସ୍ଥାନରେ  । ସେହିପର ୧୦ ନମ୍ବର ତାଲିକାରେ ରହିଛି ଅନୁଗୁଳ ।

What's Your Reaction?

like

dislike

love

funny

angry

sad

wow