ଏସ୍‌ସିବି ଅଗ୍ନିକାଣ୍ଡ ଘଟଣାରେ  ଆରମ୍ଭ ହୋଇଛି ବିଚାର ବିଭାଗୀୟ ତଦନ୍ତ

Apr 13, 2026 - 16:44
 0  1
ଏସ୍‌ସିବି ଅଗ୍ନିକାଣ୍ଡ ଘଟଣାରେ  ଆରମ୍ଭ ହୋଇଛି ବିଚାର ବିଭାଗୀୟ ତଦନ୍ତ

ଏସ୍‌ସିବି ଅଗ୍ନିକାଣ୍ଡ ଘଟଣାରେ  ଆରମ୍ଭ ହୋଇଛି ବିଚାର ବିଭାଗୀୟ ତଦନ୍ତ। ଅବସରପ୍ରାପ୍ତ ଜିଲ୍ଲା ଜଜ ଲକ୍ଷ୍ମୀଧର ବିଶ୍ୱାଳ ଏବଂ ଦଳ ଏସ୍‌ସିବି ଯାଇ ଅନେକଙ୍କୁ କରିଛନ୍ତି ପଚରାଉଚରା । ପ୍ରାଥମିକ ଯାଞ୍ଚ ପରେ ପ୍ରତିକ୍ରିୟା ରଖିଛନ୍ତି ବିଚାର ବିଭାଗୀୟ ତଦନ୍ତ କମିଶନ ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଲକ୍ଷ୍ମୀଧର ବିଶ୍ବାଳ।ସେ କହିଛନ୍ତି ଯେ, ଯାହାର ଆବଶ୍ୟକତା ପଡ଼ିବ ସମସ୍ତଙ୍କୁ କରାଯିବ ତଦନ୍ତ ପରିସରଭୁକ୍ତ ।

What's Your Reaction?

like

dislike

love

funny

angry

sad

wow