ଝାଡଖଣ୍ଡ ବୋକାରୋରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର

Apr 21, 2025 - 14:23
 0  4
ଝାଡଖଣ୍ଡ ବୋକାରୋରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର

ଝାଡଖଣ୍ଡ ବୋକାରୋରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର  । ଲାଲପନିଆ ଅଞ୍ଚଳର ଲୁଗୁ ପାହାଡରୁ ଉଦ୍ଧାର କରାଯାଇଛି  ୮ ଜଣ ମାଓବାଦୀଙ୍କ ମୃତଦେହ । ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି କରାଯାଉଛି ଆକଳନ  ।ଏନକାଉଣ୍ଟରସ୍ଥଳରୁ ଏସଏଲଆର ଓ ଇନସାସ ବନ୍ଧୁକ ହୋଇଛି ଜବତ  । ଗୁଇନ୍ଦା ସୂଚନା ମିଳିବା ପରେ ୨୦୯ କୋବ୍ରା ଯବାନ ଓ ଝାଡଖଣ୍ଡ ପୁଲିସ ପକ୍ଷରୁ କରାଯାଇଥିଲା ଏହି ଅଭିଜାନ  ।

What's Your Reaction?

like

dislike

love

funny

angry

sad

wow