ରାଜ୍ୟକୁ ପୁଣି ଫେରିଲା ତାତି

Apr 21, 2025 - 14:24
 0  4
ରାଜ୍ୟକୁ ପୁଣି ଫେରିଲା ତାତି

ରାଜ୍ୟକୁ ପୁଣି ଫେରିଲା ତାତି ।   ୪୩ ଡିଗ୍ରୀ ଟପିଲା ପାରଦ। ଗତ କିଛି ଦିନ ହେବ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଯୋଗୁଁ  ସାମାନ୍ୟ ହ୍ରାସ ପାଇଥିଲା ତାପମାତ୍ରା। ତେବେ ଗତକାଲି ୧୧ଟି ସହରର ପାରଦ ୪୦ ଡିଗ୍ରୀ ଟପିଥିଲା । ୪୩.୫ ଡିଗ୍ରୀ ସହ  ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ଝାରସୁଗୁଡ଼ା। ବଲାଙ୍ଗୀରର ତାପମାତ୍ରା ଥିଲା ୪୨.୪ ଡିଗ୍ରୀ ।

What's Your Reaction?

like

dislike

love

funny

angry

sad

wow