କିଛି ଦିନର ବିରତି ପରେ ରାଜ୍ୟକୁ ତତାଇଲା ଖରା

କିଛି ଦିନର ବିରତି ପରେ ରାଜ୍ୟକୁ ତତାଇଲା ଖରା

କିଛି ଦିନର ବିରତି ପରେ ରାଜ୍ୟକୁ ତତାଇଲା ଖରା ସ୍ବାଭାବିକ ଠାରୁ ୩ରୁ ଡିଗ୍ରୀ ଯାଏଁ ଉପରମୁହାଁ ହେଲା ପାରଦ ଗତ ୨୪ ଘଣ୍ଟା ମଧ୍ୟରେ ୩୯. ସହ ରାଜ୍ୟର ସବୁଠୁ ଉତପ୍ତ ସହର ପାଲଟିଲା ବୌଦ୍ଧ ସେହିଭଳି ୩୭ଡିଗ୍ରୀ ପାର କରିଛି ୧୧ ସହରରେ ତାପମାତ୍ରା ।ଝାରସୁଗୁଡା ୩୮., ବଲାଙ୍ଗୀର ୩୮., ସମ୍ବଲପୁର ୩୮., ଟିଟିଲାଗଡ଼ ୩୭., ହୀରାକୁଦ ୩୭.୨ଡିଗ୍ରୀ ପାରା ରେକର୍ଡ କରାଯାଇଛି ସୁନ୍ଦରଗଡ଼ ୩୭., ପାରଳାଖେମୁଣ୍ଡି୩୭., ଅନୁଗୁଳ ୩୭. ମାଲକାନଗିରି ୩୭, ବାରିପଦାରେ ଛୁଇଁଥିଲା ୩୭ ତାପମାତ୍ରା ।ଭୁବନେଶ୍ୱର ୩୫.୪ଏବଂ କଟକ ୩୫ ପାରଦ କରାଯାଇଛି ରେକର୍ଡ। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଅତିକ୍ରମ କରିବ ୪୦ ଡିଗ୍ରୀ ତାତି। ସେହିଭଳି ଖରା ବୃଦ୍ଧି ସମୟରେ ଦିନ ୧୧ଟାରୁ ଅପରାହ୍ନ ସାଢେ ୩ଟା ପର୍ଯ୍ୟନ୍ତ ଯତ୍ନର ସହ ବାହାରକୁ ଯିବାକୁ ଦିଆଯାଇଛି ପରାମର୍ଶ।