ଆସନ୍ତା ମାର୍ଚ୍ଚ ୧୯ କିମ୍ବା ୨୦ରେ ସୁନୀତା ଓ ଓ୍ବିଲମୋର ପୃଥିବୀ ଫେରିବା ରହିଛି ସମ୍ଭାବନା

Mar 12, 2025 - 14:49
 0  7
ଆସନ୍ତା ମାର୍ଚ୍ଚ ୧୯ କିମ୍ବା ୨୦ରେ ସୁନୀତା ଓ ଓ୍ବିଲମୋର ପୃଥିବୀ ଫେରିବା ରହିଛି ସମ୍ଭାବନା

ମହାକାଶରେ ଫସି ରହିଥିବା ମହାକାଶଚାରିଣୀ ସୁନୀତା ଓ୍ବିଲିୟମ୍ସ ବଚ ଓ୍ବିଲମୋରଙ୍କୁ ଆଣିବା ଲାଗି ଆଜିଠାରୁ ଆରମ୍ଭ ହେବ ପ୍ରକ୍ରିୟା ଆଜି ଆନ୍ତର୍ଜାତିକ ମହାକାଶ ଷ୍ଟେସନ ଅଭିମୁଖେ ବାହାରିବ ଏଲନ ମସ୍କଙ୍କ ସ୍ପେସ ଏକ୍ସ ଡ୍ରାଗନ ଗତବର୍ଷ ଜୁନ ୫ରେ ଫ୍ଲୋରିଡାରୁ ବୋଇଂ ଷ୍ଟାରଲାଇନରକୁ କରାଯାଇଥିଲା ଉତକ୍ଷେପଣ।ଫ୍ଲୋରିଡାସ୍ଥିତ ନାସାର କେନେଡି ସ୍ପେସ ସେଣ୍ଟରରୁ ଆରମ୍ଭ ହେବ ମିସନ।ଡ୍ରାଗନ ସ୍ପେସକ୍ରାଫ୍ଟରେ ଯିବାକୁ ଥିବା ଚାରି ମହାକାଶଚାରୀ ହେଉଛନ୍ତି ଆନ୍ନେ ମାକଲେନ, ଆୟର୍ସ ନିକୋଲ ଆୟର୍ସ, ତାକୁୟା ଅନିସି କିରିଲ ପେସକୋଭ ଆସନ୍ତା ମାର୍ଚ୍ଚ ୧୯ କିମ୍ବା ୨୦ରେ ସୁନୀତା ଓ୍ବିଲମୋର ପୃଥିବୀ ଫେରିବା ରହିଛି ସମ୍ଭାବନା ।

 

What's Your Reaction?

like

dislike

love

funny

angry

sad

wow