ଡିସେମ୍ବର ମାସ ସୁଦ୍ଧା ଘରଡିହ ନଥିବା ପରିବାରକୁ ମିଳିବ ପଟ୍ଟା

Aug 10, 2024 - 14:54
 0  4
ଡିସେମ୍ବର ମାସ ସୁଦ୍ଧା ଘରଡିହ ନଥିବା ପରିବାରକୁ ମିଳିବ ପଟ୍ଟା

ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଘରଡିହ ନଥିବା ପରିବାରକୁ ମିଳିବ ପଟ୍ଟା। ସର୍ଭେ କାର୍ଯ୍ୟ ଶେଷ କରିବା ପରେ ଯୋଗ୍ୟ ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଆସନ୍ତା ୧୬ ତାରିଖରୁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇ ସେପ୍ଟେମ୍ବର ୧୫ସୁଦ୍ଧା ସାରିବାକୁ ଦିଆଯାଇଛି ନିର୍ଦ୍ଦେଶ । ୨୦୧୮ ମସିହାରେ ହୋଇଥିବା ସର୍ଭେର ବଳକା ଘରଡିହ ଶୂନ୍ୟ ପରିବାରକୁ ତୁରନ୍ତ ପଟ୍ଟା ଯୋଗାଇ ଦେବାକୁ ଦିଆଯାଇଛି ନିର୍ଦ୍ଦେଶ।

What's Your Reaction?

like

dislike

love

funny

angry

sad

wow