ଭଗବଦ୍ ଗୀତା ଅଧ୍ୟୟନରେ ମାଷ୍ଟର ଡିଗ୍ରୀ ପାଇଁ ଆଡମିଶନ କରିପାରିବେ ଛାତ୍ରଛାତ୍ରୀ

Jul 4, 2024 - 15:36
 0  3
ଭଗବଦ୍ ଗୀତା ଅଧ୍ୟୟନରେ ମାଷ୍ଟର ଡିଗ୍ରୀ ପାଇଁ ଆଡମିଶନ କରିପାରିବେ ଛାତ୍ରଛାତ୍ରୀ

୨୦୨୪ ଅଧିବେଶନରେ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ଵବିଦ୍ୟାଳୟ ଭଗବଦ୍ ଗୀତାରେ ସ୍ନାତକୋତ୍ତର ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ କରିଛି ଏହାପୂର୍ବରୁ କୌଣସି  ବିଶ୍ବବିଦ୍ୟାଳୟରେ ଶ୍ରୀମଦ୍ ଭାଗବତ ଗୀତା ଡିଗ୍ରୀ ପାଠ୍ୟକ୍ରମ ଡିଗ୍ରୀ ନଥିଲା ପ୍ରଥମ ଥର ପାଇଁ ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଓପନ୍ୟୁନିଭରସିଟି ପକ୍ଷରୁ ଏହି ଡିଗ୍ରୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ତେବେ ଏହାର ସମ୍ପୂର୍ଣ୍ଣ ନାମ ହେଉଛି ସ୍ନାତକୋତ୍ତର ଭଗବଦ୍ ଗୀତା ଅଧ୍ୟୟନ   ଛାତ୍ରମାନେ ୨୦୨୪ -୨୦୨୫ ଏକାଡେମିକ୍ ଅଧୁବେଶନ ପାଇଁ ଭଗବଦ୍ ଗୀତା ଅଧ୍ୟୟନରେ ମାଷ୍ଟର ଡିଗ୍ରୀ କରିବା ପାଇଁ ଆଡମିଶନ କରିପାରିବେ ଏହି ପାଠ୍ୟକ୍ରମ ଜୁଲାଇ ୨୦୨୪ ଅଧିବେଶନରୁ ଆରମ୍ଭ ହେବ ଇଗ୍ନୋଉ ପକ୍ଷରୁ ଏହାର ଅଫିସିଆଲ୍ ୱେବସାଇଟ୍ ignou.ac.in ରେ ଏକ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦିଆଯାଇଛି    

What's Your Reaction?

like

dislike

love

funny

angry

sad

wow