ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ଭାସିଗଲେ ୪ଛାତ୍ର

Sep 13, 2024 - 16:47
 0  3
ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ଭାସିଗଲେ ୪ଛାତ୍ର

ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ କେନାଲରେ ଭାସିଗଲେ ୪ଛାତ୍ର । ୨ଜଣଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଥିବା ବେଳେ ୨ଜଣ ରହିଛନ୍ତି ନିଖୋଜ। ଏଭଳି ଅଭାବନୀୟ ଘଟଣା ଘଟିଛି ବାରିପଦାର ଭଞ୍ଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀପୋଷି ନିକଟସ୍ଥ ସୁବର୍ଣ୍ଣରେଖା କେନାଲରେ । ମୂର୍ତ୍ତି ଭସାଇବା ପାଇଁ ସ୍ଥାନୀୟ ଅଞ୍ଚଳର ଏକ ମେସ୍ ରୁ ୪ଜଣ ଛାତ୍ର ଯାଇଥିବା ବେଳେ କେନାଲରେ ଅଧିକ ପାଣି ଥିବା କାରଣରୁ ଘଟିଛି ଏଭଳି ଅଘଟଣ। ନିଖୋଜ ୨ଛାତ୍ରଙ୍କୁ ଅଗ୍ନିଶମ ବିଭାଗ କରୁଛନ୍ତି ଖୋଜାଖୋଜି ।

What's Your Reaction?

like

dislike

love

funny

angry

sad

wow