ରାଜଧାନୀରେ ବିଲ୍‌ଡର ସସ୍ମିତ ବିଶ୍ବାଳଙ୍କ ବୀଭତ୍ସ ହତ୍ୟା ଘଟଣାରେ ନୂଆ ମୋଡ

Apr 12, 2025 - 12:08
 0  4
ରାଜଧାନୀରେ ବିଲ୍‌ଡର ସସ୍ମିତ ବିଶ୍ବାଳଙ୍କ ବୀଭତ୍ସ ହତ୍ୟା ଘଟଣାରେ ନୂଆ ମୋଡ

ରାଜଧାନୀରେ ବିଲ୍ଡର ସସ୍ମିତ ବିଶ୍ବାଳଙ୍କ ବୀଭତ୍ସ ହତ୍ୟା ଘଟଣାରେ ନୂଆ ମୋଡ ଗତ ମାର୍ଚ୍ଚ ୧୯ ତାରିଖରେ ସସ୍ମିତଙ୍କୁ ଜୀବନରୁ ମାରିଦେବାକୁ ଦିଆଯାଇଥିଲା ଧମକ। ଏନେଇ ଏୟାରଫିଲ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ ସସ୍ମିତ ଜମି କାରବାରକୁ ନେଇ ହତ୍ୟା ଧମକ ଦେଇଥିଲେ ସୁକାନ୍ତ ବେହେରା ।ଥାନାରେ ମାମଲା ରୁଜୁ ହେବା ପରେ ମଧ୍ୟ କୌଣସି ପଦକ୍ଷେପ ନେଇନଥିଲା ପୋଲିସ ଯଦି ପୋଲିସ ମାମଲାକୁ ଗୁରୁତର ସହ ଗ୍ରହଣ କରିଥାନ୍ତା ତେବେ ଏଭଳି ହତ୍ୟାକାଣ୍ଡକୁ ରୋକାଯାଇ ପାରିଥାନ୍ତା ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ।

What's Your Reaction?

like

dislike

love

funny

angry

sad

wow