୨୦୨୫ରେ ହେବ ସବୁଠାରୁ ବଡ଼ ଯୁଦ୍ଧ !

Dec 11, 2024 - 14:16
 0  3
୨୦୨୫ରେ ହେବ ସବୁଠାରୁ ବଡ଼ ଯୁଦ୍ଧ !

ଆଉ କେଇଟା ଦିନ ପରେ ଶେଷ ହୋଇଯିବ ୨୦୨୪। ଏବଂ କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି ନୂଆ ବର୍ଷ। ନୂଆ ବର୍ଷ ଆରମ୍ଭ ପୂର୍ବରୁ, ଅନେକ ଲୋକ ଜାଣିବାକୁ ଚାହାଁନ୍ତି ଯେ ଆଗାମୀ ବର୍ଷରେ କେଉଁ ବଡ଼ ଘଟଣା ଘଟିବ। ଏନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି ବାବା ଭେଙ୍ଗା।ବାବା ଭେଙ୍ଗାଙ୍କ ପୂର୍ବାନୁମାନ ଅନୁଯାୟୀ, ୨୦୨୫ରେ ସିରିଆର ପତନ ସମଗ୍ର ବିଶ୍ୱରେ ବିବାଦ ସୃଷ୍ଟି କରିବ। ସିରିଆର ପତନ ପରେ ପୂର୍ବ ଏବଂ ପାଶ୍ଚାତ୍ୟ ମଧ୍ୟରେ ଏକ ବିଶ୍ୱଯୁଦ୍ଧ ଆରମ୍ଭ ହେବ, ଯାହା ତୃତୀୟ ବିଶ୍ୱଯୁଦ୍ଧ ଭାବରେ କୁହାଯିବ। ବାବା ଭେଙ୍ଗାଙ୍କ ଅନୁଯାୟୀ, ୟୁରୋପରେ ଯୁଦ୍ଧ ହେତୁ ମାନବଜାତିର ବିନାଶ ଆରମ୍ଭ ହେବ।ଏହା ବ୍ୟତୀତ ପୃଥିବୀ ବାହାରେ ଯୋଗାଯୋଗ ସ୍ଥାପନ କରିବାରେ ମଣିଷ ସଫଳତା ହାସଲ କରିପାରିବ। ୨୦୨୫ରେ ଏଭଳି ବଡ ବିପର୍ଯ୍ୟୟ ଘଟିବ, ଯାହା ପୃଥିବୀର ବିଲୁପ୍ତ ହେବାର ଆରମ୍ଭ ହେବ।

What's Your Reaction?

like

dislike

love

funny

angry

sad

wow