କୁନୋ ନେସନାଲ ପାର୍କରେ ପୁଣି ଏକ ଚିତାର ମୃତ୍ୟୁ

Aug 28, 2024 - 12:48
 0  2
କୁନୋ ନେସନାଲ ପାର୍କରେ ପୁଣି ଏକ ଚିତାର ମୃତ୍ୟୁ

କୁନୋ ନେସନାଲ ପାର୍କରେ ପୁଣି ଏକ ଚିତାର ମୃତ୍ୟୁ। ପବନ ନାମକ ଏକ ନାମିବିଆ ଚିତା ଏହି ପାର୍କରେ ମୃତ୍ୟୁବରଣ କରିଥିବା ମିଳିଛି ସୂଚନା। ଚିତା ଶରୀରରେ କୌଣସି ଆଘାତର ଚିହ୍ନ ଦେଖିବାକୁ ମିଳିନାହିଁ । ପବନର ମୃତ୍ୟୁ ପରେ ବର୍ତ୍ତମାନ କୁନୋ ନେସନାଲ ପାର୍କରେ ରହିଛନ୍ତି ମାତ୍ର ୨୪ଟି ଚିତା। ଏଥିମଧ୍ୟରୁ ୧୨ଟି ବୟସ୍କ ରହିଥିବା ବେଳେ ୧୨ଟି ରହିଛନ୍ତି ଶାବକ।

What's Your Reaction?

like

dislike

love

funny

angry

sad

wow