ବିରାଟ: ଏବେ ଯୁବ ଖେଳାଳିଙ୍କୁ ସୁଯୋଗ ଦେବାର ସମୟ

Jun 30, 2024 - 11:24
 0  2
ବିରାଟ: ଏବେ ଯୁବ ଖେଳାଳିଙ୍କୁ ସୁଯୋଗ ଦେବାର ସମୟ

୨୦୧୩ ପରେ ଭାରତ ହାସଲ କରିଛି ଆଇସିସି ଟ୍ରଫି। ଏହି ପରିପ୍ରେକ୍ଷୀରେ ବିରାଟ କୋହଲି ନିଜ ଅବସର ଘୋଷଣା କରି କହିଛନ୍ତି, ଏହା ମୋର ଅନ୍ତିମ ଟି୨୦ ବିଶ୍ୱକପ ହୋଇଥିବା ବେଳେ ଟ୍ରଫି ଜିତିବା ବେଶ ସ୍ମରଣୀୟ ବୋଲି ପ୍ରକାଶ କରିଛନ୍ତି। ଏହା ଭାରତ ପାଇଁ ମୋର ଶେଷ ଟି୨୦ ମ୍ୟାଚ୍‌ ହୋଇଥିବା ବେଳେ ଆମେ ଟ୍ରଫି ଜିତିବାକୁ ଚାହିଁଥିଲୁ। ଏହା ରୋହିତ ଶର୍ମାଙ୍କ ପାଇଁ ନବମ ଓ ମୋର ଷଷ୍ଠ ବିଶ୍ୱକପ। ବର୍ତ୍ତମାନ ଭାରତର ଯୁବ ଖେଳାଳିଙ୍କ କାନ୍ଧରେ ଏହି ଖେଳକୁ ଆଗକୁ ନେବାର ଭାର ନ୍ୟସ୍ତ ରହିବ ବୋଲି ବିରାଟ କରିଛନ୍ତି ମତ ପ୍ରକାଶ।

What's Your Reaction?

like

dislike

love

funny

angry

sad

wow