ରତ୍ନଭଣ୍ଡାର ଖୋଲିବା ପାଇଁ ୬ ତାରିଖରେ ବସିବ କମିଟିର ପ୍ରଥମ ବୈଠକ

Jul 5, 2024 - 13:12
 0  2
ରତ୍ନଭଣ୍ଡାର ଖୋଲିବା ପାଇଁ ୬ ତାରିଖରେ ବସିବ କମିଟିର ପ୍ରଥମ ବୈଠକ

ରତ୍ନଭଣ୍ଡାର ଖୋଲିବା ପାଇଁ ଆସନ୍ତା ତାରିଖ ବୈଠକ ଅନୁଷ୍ଠିତ କରାଯାଇ ନିଆଯିବ ଚୂଡାନ୍ତ ନିଷ୍ପତ୍ତି।  ରତ୍ନ ଭଣ୍ଡାର ଖୋଲିବା ପାଇଁ ହାଇକୋର୍ଟଙ୍କ ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ୧୬ ଜଣିଆ କମିଟି ଗଠନ କରି ଯାଞ୍ଚ କରାଯିବ ବୋଲି ମିଳିଛି ସୂଚନା ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି। ଆସନ୍ତା ତାରିଖରେ ବସିବ କମିଟିର ପ୍ରଥମ ବୈଠକ କେଉଁ ପ୍ରକ୍ରିୟାରେ ଗଣତି ହେବ କେଉଁ ଏଜେନ୍ସି ସାମିଲ ହେବ ସେ ନେଇ ଉକ୍ତ ବୈଠକରେ ନିଆଯିବ ନିଷ୍ପତ୍ତି  ୧୯୭୮ ମସିହାରେ ଶେଷ ଥର ପାଇଁ ରତ୍ନ ଭଣ୍ଡାର ଖୋଲାଯାଇ ଗଣତି ହୋଇଥିଲା କିନ୍ତୁ ପର୍ଯ୍ୟନ୍ତ  ରତ୍ନ ଭଣ୍ଡାର ଖୋଲାଯାଇନାହିଁ ଚଳିତ ବର୍ଷ ରତ୍ନ ଭଣ୍ଡାର ଖୋଲିବା ପାଇଁ ବିଜେପି ସରକାର ନିଷ୍ପତ୍ତି ନେଇଛନ୍ତି  

What's Your Reaction?

like

dislike

love

funny

angry

sad

wow