ସେନାର ଏକ ଗାଡ଼ି ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ

Jul 8, 2024 - 17:34
 0  3
ସେନାର ଏକ ଗାଡ଼ି ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ

ଜମ୍ମୁ-କାଶ୍ମୀରର କାଠୁଆ ଜିଲାରେ ସୋମବାର ସେନାର ଏକ ଗାଡ଼ି ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀମାନେ। ଖବର ପାଇ ଅଞ୍ଚଳରେ ତଲାସୀ ଅଭିଯାନ ଚଳାଇଛନ୍ତି ସେନା ଜମ୍ମୁ-କାଶ୍ମୀର ପୁଲିସ ସେନା ଅଧିକାରୀଙ୍କ କହିବା ମୁତାବକ, କାଠୁଆ ଜିଲାର ମାଚେଡି ଅଞ୍ଚଳରେ ଆତଙ୍କବାଦୀମାନେ ଭାରତୀୟ ସେନା ଗାଡ଼ି ଉପରେ କରିଛନ୍ତି ଆକ୍ରମଣ ଆତଙ୍କବାଦୀମାନେ ଗୁଳି ଚଳାଇବା ପରେ ଯବାନମାନେ ମଧ୍ୟ ପ୍ରତିଜବାବରେ ଚଳାଇଥିଲେ ଗୁଳି

What's Your Reaction?

like

dislike

love

funny

angry

sad

wow