୪୨ ମୌଜାରୁ ବନ୍ଧୁକ କାରଖାନା ଠାବ ଘଟଣା

Mar 22, 2025 - 12:25
 0  5
୪୨ ମୌଜାରୁ ବନ୍ଧୁକ କାରଖାନା ଠାବ ଘଟଣା

୪୨ ମୌଜାରୁ ବନ୍ଧୁକ କାରଖାନା ଠାବ ଘଟଣା। ଘଟଣାର ମାଷ୍ଟରମାଇଣ୍ଡ ଚଗଲା ଖୁଣ୍ଟିଆକୁ ଗିରଫ କଲା ଏସଟିଏଫ। କଟକ ଶଙ୍କରପୁରର ଏହି ଅଭିଯୁକ୍ତର ବନ୍ଧୁକ କାରବାରରେ ଥିଲା ମାଷ୍ଟରମାଇଣ୍ଡ। ବିହାର ମୁଙ୍ଗେରରୁ ବନ୍ଧୁକ କାରବାର ପଛରେ ଥିଲା ଏହାର ବଡ଼ ଭୂମିକା। ବାଦାମବାଡ଼ି ହତ୍ୟାକାଣ୍ଡ ଘଟଣାରେ ମଧ୍ୟ ଏ ଥିଲା ମାଷ୍ଟରମାଇଣ୍ଡ। ହତ୍ୟାକାଣ୍ଡ ପରେ ଜେଲରେ ଅଭିଯୁକ୍ତଙ୍କ ସହ ମିଶି ଚଳାଇଥିଲା ରାକେଟ କଟକରୁ ବନ୍ଧୁକ ପାସ କରାଇ, ବାହାର ଜିଲ୍ଲା, ସହର ଏବଂ ରାଜ୍ୟକୁ ଚାଲାଣର ଠିକା ନେଉଥିଲା ଏହି ହାର୍ଡକୋର ଅପରାଧୀ

What's Your Reaction?

like

dislike

love

funny

angry

sad

wow