କଙ୍ଗନାଙ୍କୁ କୃଷକମାନେ ପଠାଇଛନ୍ତି ମାନହାନୀ ନୋଟିସ୍

Aug 28, 2024 - 15:47
 0  3
କଙ୍ଗନାଙ୍କୁ କୃଷକମାନେ ପଠାଇଛନ୍ତି ମାନହାନୀ ନୋଟିସ୍

ବଢ଼ିଲା କଙ୍ଗନାଙ୍କ ଅଡୁଆ । କୃଷକ ଆନ୍ଦୋଳନ ବିରୋଧରେ ଦେଇଥିବା ମନ୍ତବ୍ୟକୁ ନେଇ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରାଣାଓ୍ବତଙ୍କ ସମସ୍ୟା ଲଗାତର ବଢିବାରେ ଲାଗିଛି। ଏବେ ଗ୍ୱାଲିଅରର କୃଷକମାନେ ତାଙ୍କୁ ପଠାଇଛନ୍ତି ମାନହାନୀ ନୋଟିସ୍। ପୂର୍ବରୁ କଙ୍ଗନାଙ୍କ ମନ୍ତବ୍ୟରୁ ନିଜକୁ ଦୂରେଇ ରଖିଛି ବିଜେପି । ନୋଟିସ୍‌ରେ କୁହାଯାଇଛି ଯେ, ଯଦି ସାତ ଦିନ ମଧ୍ୟରେ ସେ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ନ ମାଗନ୍ତି, ତେବେ ତାଙ୍କ ବିରୋଧରେ ଗ୍ରହଣ କରାଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ।

What's Your Reaction?

like

dislike

love

funny

angry

sad

wow