ନିଶାଖାଇ ଗାଡି ଚଳାଉଥିଲେ ହୋଇଯାଆନ୍ତୁ ସାବଧାନ

Jan 21, 2025 - 13:58
 0  2
ନିଶାଖାଇ ଗାଡି ଚଳାଉଥିଲେ ହୋଇଯାଆନ୍ତୁ ସାବଧାନ

ନିଶା ଖାଇ ଗାଡି ଚଳାଇଲେ ଆଉ ନିସ୍ତାର ନାହିଁ। ମଦ ପିଇ ଗାଡ଼ି ଚଳାଇଥିଲେ ହେବ ସିଜ୍‌ ଗାଡ଼ି। ରାଜଧାନୀର ପ୍ରତି ଛକରେ ଜଗିଛି କମିଶନରେଟ ପୋଲିସ । ଭୁବନେଶ୍ବରର ସମସ୍ତ ପୋଲିସ ଷ୍ଟେସନ ପକ୍ଷରୁ ମୋଟ ୧୦ଟି ଜାଗାରେ ହେଉଛି କଡ଼ା ଚେକିଂ । ସନ୍ଦିଗ୍ଧ ଗାଡ଼ି ସବୁକୁ ସମ୍ପୂର୍ଣ୍ଣ ତଦାରଖ କରିବା ସହ ମଦ୍ୟପାନ ଓ ଗାଡି ଚାଳଣକୁ କଡାକଡି ଭାବେ କରାଯାଉଛି ତଦାରଖ । ମଦ ପିଇ ଗାଡ଼ି ଚଳାଉଥିବା ଚାଳକଙ୍କୁ ଚିହ୍ନିବା ପାଇଁ  ବ୍ୟବହାର କରାଯାଉଛି ବ୍ରିଥ ଅନାଲାଇଜର। ଚେକିଙ୍ଗରେ ଧରା ପଡ଼ିଥିବା ଗାଡ଼ିକୁ ସିଜ୍‌ କରିବା ସହ ଚାଳକଙ୍କ ଲାଇସେନ୍ସ ରଦ୍ଦ କରାଯାଉଛି ବୋଲି କହିଛନ୍ତି ଡିସିପି । 

What's Your Reaction?

like

dislike

love

funny

angry

sad

wow