ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସୁନାପୁଅ ନୀରଜ ଚୋପ୍ରା

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସୁନାପୁଅ ନୀରଜ ଚୋପ୍ରା

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା।ଏନେଇ ନୀରଜ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ବିବାହ ଫଟୋ ଶେୟାର କରି ଲେଖିଛନ୍ତି ପ୍ରେମରେ ବାନ୍ଧି ହେଲି ବୋଲି।ହିମାନୀଙ୍କୁ ବିବାହ କରିଥିବା ସୂଚନା ଦେଇଛନ୍ତି ଭାରତୀୟ ଷ୍ଟାର ଜାଭେଲିନ ଥ୍ରୋୟର। ପ୍ରଥମ ଭାରତୀୟ ଭାବେ ଆଥଲେଟିକ୍ସରେ ଅଲିମ୍ପିକ୍ସ ସ୍ବର୍ଣ୍ଣ ଜିତି ସେ ହାସଲ କରିଛନ୍ତି କୃତିତ୍ୱ।