ମାଲକାନଗିରିରେ ଆତ୍ମସମର୍ପଣ କରିଛନ୍ତି ୨୨ ଜଣ ମାଓବାଦୀ
The Maoist stronghold in Odisha is collapsing. In Malkangiri, 22 Maoists have surrendered. They laid down their arms in the presence of Director General of Police (DGP) Y. B. Khurania. The surrendered Maoists were carrying a total reward of ₹2 crore on their heads. Along with their surrender, the cadres also handed over 9 firearms, around 150 live bullets of different types, 9 magazines, 20 kg of explosives, 13 improvised explosive devices (IEDs), gelatin sticks, codex wire, Maoist literature, and other materials.
ଓଡ଼ିଶାରେ ଭୁଶୁଡ଼ୁଛି ମାଓ ଦୁର୍ଗ।ମାଲକାନଗିରିରେ ଆତ୍ମସମର୍ପଣ କରିଛନ୍ତି ୨୨ ଜଣ ମାଓବାଦୀ । ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆଙ୍କ ସମ୍ମୁଖରେ ଏହି ମାଓବାଦୀ ମାନେ କରିଛନ୍ତି ଆତ୍ମସମର୍ପଣ । ତେବେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ନାଁରେ ରହିଥିଲା ୨ କୋଟି ଟଙ୍କାର ପୁରସ୍କାର । ଏଥିସହ ଆତ୍ମ ସମର୍ପଣ କରିଥିବା କ୍ୟାଡ଼ରମାନେ ମୋଟ ୯ଟି ଅସ୍ତ୍ର ଏବଂ ବିଭିନ୍ନ ରକମର ୧୫୦ଟି ଜୀବନ୍ତ ଗୁଳି, ୯ଟି ମଗାଜିନ, ୨୦କେଜି ବିସ୍ଫୋରକ, ୧୩ଟି ଉନ୍ନତ ବିସ୍ଫୋରକ, ଜିଲେଟିନ ଷ୍ଟିକ, କୋଡେକ୍ସ ତାର ଏବଂ ମାଓବାଦୀ ପତ୍ରିକା ଏବଂ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ କରିଛନ୍ତି ସମର୍ପଣ ।
What's Your Reaction?